Browsing Tag

shooting at the Christchurch mosque

ନ୍ୟୁଜିଲାଣ୍ଡର ସେଣ୍ଟ୍ରାଲ ଖ୍ରୀଷ୍ଟଚର୍ଚ୍ଚ ସହରର ମସଜିଦ୍‌ରେ ବନ୍ଧୁକଧାରୀର ଆଖିବୁଜା ଗୁଳିମାଡ , ୪୯ ମୃତ

ନ୍ୟୁଜିଲାଣ୍ଡ: କେନ୍ୟୁଜ୍ ନ୍ୟୁଜିଲାଣ୍ଡରେ ବଡ଼ ଧରଣର ଗୁଳିକାଣ୍ଡ । ଖ୍ରୀଷ୍ଟ ଚର୍ଚ୍ଚର ଦୁଇଟି ମସ୍‌ଜିଦ୍‌ରେ ଗୁଳିମାଡ଼ ହୋଇଛି । ଅଲନୁର ଓ ଲିନଉଡ୍‌ ମସଜିଦ୍‌ରେ ହୋଇଥିବା ଗୁଳିମାଡ଼ରେ ୪୯ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ଜଣେ ମହିଳା…