Browsing Tag

shop set on fire

ତିହିଡି ବଜାରରେ ହୁତୁ ହୁତୁ ହୋଇ ଜଳିଗଲା ୧୦ଟି ଦୋକାନ ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଚାନ୍ଦବାଲି : ହୁତୁ ହୁତୁ ହୋଇ ଜଳିଗଲା ଦୋକାନ ଘର। ୧୦ଟି ଦୋକାନ ଘର ଜଳିପୋଡି ସଂପୂର୍ଣ୍ଣ ପାଉଁଶ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ତିହିଡି ବଜାରରେ ଥିବା ଦୋକାନ ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ନିଆଁର ପ୍ରକୋପ ଏତେ ଥିଲା ଯେ ଦୋକାନ ଘର…