Browsing Tag

shopkeeper dog

ଏହି କୁକୁର ଏକୁଟିଆ ସମ୍ଭାଳୁଛି ମାଲିକର ପୂରା ଦୋକାନ, ପଇସା ହିସାବରେ ଟିକେ ବି କରୁନି ଭୁଲ !

କୁହାଯାଏ, ପଶୁ ମଣିଷଠାରୁ ଅଧିକ ଭରସା ବା ବିଶ୍ୱାସଯୋଗ୍ୟ ପ୍ରାଣୀ। ଯଦି କୁକୁରର କଥା ଉଠେ, ତେବେ ଏହାକୁ ତ ପଶୁମାନଙ୍କ ଭିତରେ ସବୁଠୁ ଅଧିକ ବୋଧଗମ୍ୟ ପ୍ରାଣୀ ଭାବେ ଗଣାଯାଏ। ଆଜି ଆମେ ଆପଣଙ୍କୁ ଏମିତି ଏକ କୁକୁର ବିଷୟରେ କହିବାକୁ ଯାଉଛୁ, ଯିଏ ଏକୁଟିଆ ନିଜ ମାଲିକର ପୂରା ଦୋକାନ ସମ୍ଭାଳୁଛି।…