Browsing Tag

shops sealed in twin cities

ଏଣିକି ବଜାର ଓ ଜନଗହଳି ଅଂଚଳ ଉପରେ ପୋଲିସର କଡା ନଜର : ଟ୍ଵିନ୍‌ ସିଟିରେ ୨୧ ଦୋକାନ ସିଲ୍

କଟକ-ଭୁବନେଶ୍ୱର:କଟକ-ଭୁବନେଶ୍ୱରର ଅମାନିଆ ସାବଧାନ। ଏଣିକି ବଜାର ଓ ଜନଗହଳି ଅଂଚଳ ଉପରେ ପୋଲିସର କଡା ନଜର। ନିୟମ ଭାଙ୍ଗିଲେ ନିସ୍ତାର ନାହିଁ। ଦୋକାନ ବି ସିଲ୍‌ ହେବ। କୋଭିଡ ନିୟମ ଉପରେ ପ୍ରତ୍ୟକ୍ଷ ଭାବେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗତକାଲି ପୋଲିସ ଡିଜି ସମୀକ୍ଷା…