Browsing Tag

shree jagganath

ପ୍ରଜାପତି ଦେହରେ ଦୃଶ୍ୟମାନ ହୋଇଛନ୍ତି ଜଗତର ନାଥ ଜଗନ୍ନାଥ, ଆଲୌକିକ ଦୃଶ୍ୟ ଦେଖି ଭକ୍ତ ବିଭୋର

ସାଲେପୁର (କେନ୍ୟୁଜ): ସେ ଭକତ ଭାବରେ ବନ୍ଧା, ସେ ଭକ୍ତ ବତ୍ସଳ । କେତେବେଳେ ଭକତ ହାତରୁ ନଡିଆ ନିଏ ତ କେତେବେଳେ ସେ ଭକ୍ତର ବାଲି ରଥରେ ବି ବସେ । ଭକ୍ତର ଭାବନାକୁ ବୁଝେ ସେଥି ପାଇଁ ତ ତାକୁ ଭାବ ବିନୋଦିଆ କୁହାଯାଏ । ଯେତେବେଳେ ଭକ୍ତି ଓ ଆସ୍ଥାର କଥା ଆସେ ସେଠି ପଥର ବି ଠାକୁର ଭଳି ଦେଖା…

ଚତୁର୍ଦ୍ଧା ମୂର୍ତ୍ତିଙ୍କ ଏନ୍ତୁଡ଼ି ଶାଳ: ଦେଉଳି ମଠରେ ଆରମ୍ଭ ହୋଇଛି ଜଗନ୍ନାଥ ପଞ୍ଚରାତ୍ର

ଶ୍ରୀକ୍ଷେତ୍ର ନିବାସୀ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏବଂ ସୁଦର୍ଶନ ଚତୁର୍ଦ୍ଧା ବିଗ୍ରହଙ୍କ ଏନ୍ତୁଡ଼ିଶାଳ ଭାବରେ ପରିଚିତ ହେଉଛି କାକଟପୁରର ଦେଉଳିମଠ । ନବକଳେବର ସମୟରେ ଏହି ଦେଉଳିମଠ ପାଲଟିଯାଏ ଶ୍ରୀକ୍ଷେତ୍ର । ଏହି ଦେଉଳିମଠରେ ଦଇତାପତି ମାନେ ସ୍ଵପ୍ନାବତୀ ମନ୍ତ୍ର ପାଠ କରି ମା…

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲି ଅଳଙ୍କାର ତାଲିକାକୁ ସାର୍ବଜନିନ କରାଯାଉ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି…

ପୁରୀ(କେନ୍ୟୁଜ୍): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲି ଏହାର ଯାଞ୍ଚ କରି ଅଳଙ୍କାର ତାଲିକାକୁ ସାର୍ବଜନିନ କରାଯାଉ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ । ରତ୍ନ ଭଣ୍ଡାର ସୁରକ୍ଷିତ ଅଛିକି ନାହିଁ ତାହାକୁ ନେଇ…

ଅନବସରରେ ଥିବା ମହାପ୍ରଭୁ ଏବେ ସଂପୂର୍ଣ୍ଣ ସୁସ୍ଥ

ପୁରୀ (କେନ୍ୟୁଜ୍) : ଅନବସରରେ ଥିବା ମହାପ୍ରଭୁ ଏବେ ସଂପୂର୍ଣ୍ଣ ସୁସ୍ଥ । ଆଜି ଦଇତାପତିମାନେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଏହି ଖବର ପହଞ୍ଚାଇବେ । ଏଥିପାଇଁ ଆଜି ଭୋଗମଣ୍ଡପ ନୀତି ଶେଷ ହେବା ପରେ ଦଇତାପତିମାନେ ସମୁହ ଭାବେ ଆଜି ଶ୍ରୀନଅରକୁ ଯିବେ । ସେମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ…