ବ୍ରେକ୍ଅପ୍ ପରେ ନିଜ ଅନୁଭୂତି ସମ୍ପର୍କରେ ଏମିତି କହିଲେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଶ୍ରୁତି ହାସନ୍
ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଶ୍ରୁତି ହାସନ ବଲିଉଡ୍ରେ ମଧ୍ୟ ନିଜ ଜଲଓ୍ଵା ଦେଖାଇସାରିଛନ୍ତି। ବ୍ୟକ୍ତିଗତ ଜୀବନକୁ ନେଇ ବାହାରେ ପ୍ରଦର୍ଶିତ କରାଉନଥିବା ଶ୍ରୁତି ଏବେ ନିଜ ଲଭ୍ ଲାଇଫ୍କୁ ନେଇ ମୁହଁଖୋଲିଛନ୍ତି। ତେବେ ପ୍ରେମ ବିଷୟରେ ନୁହେଁ ବିଚ୍ଛେଦ ବିଷୟରେ ଖୁଲାସା କରିଛନ୍ତି ଏହି…