ଆଜିଠୁ ୧୧ଟି ଜିଲ୍ଲାରେ ଦୁଇ ଦିନିଆ ସଟ୍ଡାଉନ୍, କେବଳ ଜରୁରୀ ସେବାକୁ ମିଳିବ ଅନୁମତି
ଭୁବନେଶ୍ବର: ଆଜିଠୁ କରୋନା ପ୍ରଭାବିତ ୧୧ଟି ଜିଲ୍ଲାରେ ଦୁଇ ଦିନିଆ ସଟ୍ଡାଉନ୍। ଜୁନ୍ ମାସର ପ୍ରତ୍ୟେକ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟ୍ଡାଉନ୍ । ଏହି ସମୟରେ କେବଳ ଜରୁରୀ ସେବାକୁ ଛାଡି ଦେଲେ ଘରୁ ବାହାରିବା ମନା। ସଟ୍ଡାଉନ୍ ସମୟରେ ଟ୍ଵିନ୍ସିଟିରେ ଯାଆସ ପାଇଁ କମିଶନରେଟ୍…