ଫୁଲକୋବି ଖାଇବା ପସନ୍ଦ କି ? ତାହେଲେ ଜାଣନ୍ତୁ ଆବଶ୍ୟକ ଠୁ ଅଧିକ ଖାଇଲେ କଣ ହେବ କ୍ଷତି
ଶୀତଦିନ ହେବ ମାତ୍ରେ ବଜାରରେ ବିଭିନ୍ନ ପ୍ରକାରର ପରିବା ମିଳିବା ଆରମ୍ଭ ହୋଇଯାଏ । କିନ୍ତୁ ଏହି ସବୁ ପରିବା ମଧ୍ୟରେ ଫୁଲକୋବିର ଚାହିଦା ଅଧିକ । ତେବେ ବର୍ତମାନ ବଜାରରେ ତାଜା ଫୁଲକୋବି ପହଞ୍ଚିଲାଣି । ଫୁଲକୋବିରେ ଅନେକ ଭିଟାମିନ୍ ଭରପୂର ଥାଏ ଏବଂ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ।…