Below header
Browsing Tag

silver bricks

ପ୍ରଥମେ ୫୨୨ ଖଣ୍ଡ ଓ ଏବେ ୪୫ ଖଣ୍ଡ ରୁପା ଇଟା ମିଳିଛି ଏମାର ମଠରୁ, ଆହୁରି ଲୁଚାଯାଇଛି କି !

୨୦୧୧ ମସିହାରେ ଖୁବ୍‌ ଚର୍ଚ୍ଚାକୁ ଆସିଥିଲା ପୁରୀର ପ୍ରସିଦ୍ଧ ଏମାର ମଠ। ମଠରେ ଥିବା ୨ଟି ସିନ୍ଦୁକରୁ ଉଦ୍ଧାର ହୋଇଥିଲା ୫୨୨ ଖଣ୍ଡ ରୁପା ଇଟା। ଦେବୋତ୍ତର ବିଭାଗ ଅଜାଣତରେ ଥିବା ମଠର ଏହି ଗୁପ୍ତ ଧନକୁ ହଡ଼ପ କରିବା ଅଭିଯୋଗରେ ମଠର ମହନ୍ତ ରାଜଗୋପାଳ ରାମାନୁଜ ଦାସଙ୍କ ସହ ଅନ୍ଯ ୭ ଜଣ ଗିରଫ…

ପୁରୀ: ପୁଣି ଏମାର ମଠରେ ମିଳିଲା ୪୭ ଖଣ୍ଡ ରୁପା ଇଟା, ୨୦୧୧ରେ ଜବତ ହୋଇଥିଲା ୫୨୨ ଖଣ୍ଡ

ପୁରୀ(କେନ୍ୟୁଜ୍):  ପୁରୀ ଏମାର ମଠରେ ରୁପା ଇଟାକୁ ନେଇ ଚର୍ଚ୍ଚା । ମଠ ପରିଚାଳନା ଭାର ନୂଆ ଟ୍ରଷ୍ଟ ବୋର୍ଡକୁ ହସ୍ତାନ୍ତର ବେଳେ ମଠ ମହନ୍ତଙ୍କ ମାର୍ଫତରେ ଥିବା ୪୭ ଖଣ୍ଡ ରୁପା ଇଟା ସଂପର୍କରେ ସୂଚନା ମିଳିଛି । ଦେବୋତ୍ତର ବିଭାଗର ତାଲିକାରେ ଥିବା ଏହି ୪୭ ଖଣ୍ଡ ରୁପା ଇଟା ୨୦୧୦ ମସିହାରେ…

ବ୍ରହ୍ମପୁରରୁ ଆନ୍ଧ୍ରକୁ ରୁପା ଇଟା ଚାଲାଣ ବେଳେ ପୋଲିସ୍ ଦ୍ୱାରା ୩ଜଣ ଗିରଫ, ୨୦ ଲକ୍ଷ ଟଙ୍କାର ରୁପା ଜବତ

ବ୍ରହ୍ମପୁର: ବ୍ରହ୍ମପୁରରୁ ଆନ୍ଧ୍ରକୁ ରୁପା ଚାଲାଣ ବେଳେ ପୋଲିସ୍ ହାତରେ ଧରା ପଡ଼ିଛନ୍ତି ଚାଲାଣକାରୀ। ଓଡ଼ିଶା ପୋଲିସ ଠାରୁ ଖସି ଯାଇଥିବା ବେଳେ ଇଚ୍ଛାପୁରରେ ଆନ୍ଧ୍ର ପୋଲିସ ଦ୍ବାରା ଗିରଫ ହୋଇଛନ୍ତି ତିନି ଜଣ ଅଭିଯୁକ୍ତି । ଏହି ତିନି ଜଣ ଅଭିଯୁକ୍ତଙ୍କ ଠାରୁ ଇଚ୍ଛାପୁର ପୋଲିସ୍ ୬୧…