ରୂପାକୁ ଏପରି ବ୍ୟବହାର କଲେ ଚମକିବ ଆପଣଙ୍କ ଭାଗ୍ୟ, ରୋଗ ବି ରହିବ କୋଷେ ଦୂରରେ
ଧାର୍ମିକ ଦୃଷ୍ଟିକୋଣରୁ ବହୁତ ପବିତ୍ର ଏବଂ ସାତ୍ତ୍ୱିକ ଧାତୁ ହେଉଛି ଚାନ୍ଦି ବା ରୂପା। ମାନ୍ୟତା ରହିଛି ଏହାର ଉତ୍ପତ୍ତି ଭଗବାନ ଶିବଙ୍କ ନେତ୍ରରୁ ହୋଇଛି। ଏହାବ୍ୟତୀତ ରୂପା ଜ୍ୟୋତିଷରେ ବି ବହୁତ ଖାସ୍ ମହତ୍ତ୍ୱ ରହିଛି। କାହିଁକିନା ଧନର କାରକ ଶୁକ୍ର ଏବଂ ମନର କାରକ ଚନ୍ଦ୍ରମାଙ୍କ ସହ…