ସାବଧାନ୍ : ଠକାମୀର ନୂଆ ତରିକା, ଆପଣଙ୍କ ମୋବାଇଲ୍ SIM ମାଧ୍ୟମରେ ହିଁ ଗୋଟିଏ ମିନିଟରେ ଖାଲି ହୋଇଯିବ ଆକାଉଂଟ୍
ଅନେକ ପ୍ରକାର ବ୍ୟାଙ୍କ ଠକାମୀର କଥା ଶୁଣିଥିବେ ଆପଣମାନେ । କେତେବେଳେ ବ୍ୟାଙ୍କରୁ ଟଂକା ଗାୟବ ହୋଇଯାଉଛି ତ କେତେବେଳେ ଏଟିଏମ ରୁ ଟଙ୍କା ଉଠାଇଲାବେଳକୁ ଆକାଉଂଟ ରେ ଟଙ୍କା ଶୂନ । କିନ୍ତୁ ଆଜିକାଲି ହ୍ୟାକରମାନେ ଏକ ନୂଆ ତରିକା ଆପଣେଇ ବ୍ୟାଙ୍କରୁ ଟଙ୍କା କରୁଛନ୍ତି ଗାୟବ । ଏଣିକି…