Browsing Tag

similipal forest

ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ପରେ ଏବେ ଗାଁ ମୁହାଁ ବନ୍ୟଜନ୍ତୁ, ନିହାଣଗଣ୍ଡି ଗାଁରୁ ହରିଣ ଉଦ୍ଧାର

କରଞ୍ଜିଆ(କେନ୍ୟୁଜ୍): ଗାଁ ମୁହାଁ ବନ୍ୟଜନ୍ତୁ । ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ପରେ ଏବେ ଗାଁ ମୁହାଁ ହୋଇଛନ୍ତି ବନ୍ୟଜନ୍ତୁ । ଆଜି ସକାଳୁ ଠାକୁରମୁଣ୍ଡା ରେଞ୍ଜ ଅଧିନରେ ଥିବା ନିହାଣଗଣ୍ଡି ଗାଁରେ କିଛି ହରିଣଙ୍କୁ ଦେଖିବାକୁ ମିଳିଛି । ସେଥିମଧ୍ୟରୁ କିଛି ହରିଣ ଜଙ୍ଗଲକୁ…

ଜଳୁଛି ଏସିଆର ଦ୍ବିତୀୟ ଜୈବ ମଣ୍ଡଳ ଶିମିଳିପାଳ, ନିଆଁ ଲିଭା କାର୍ଯ୍ୟରେ ୭୦୦ ବନକର୍ମଚାରୀ ନିୟୋଜିତ

କରଞ୍ଜିଆ(କେନ୍ୟୁଜ): ଏସିଆର ଦ୍ବିତୀୟ ଜୈବ ମଣ୍ଡଳ ଶିମିଳିପାଳ ଏବେ ବିପଦରେ । କାରଣ ଚଳିତବର୍ଷ ପ୍ରଥମ ଥର ପାଇଁ ଆଜି ଶିମିଳିପାଳ ଅଭୟାରଣ୍ୟରେ ଲାଗିଛି ନିଆଁ । ଆଜି ଉତ୍ତର ଶିମିଳିପାଳର ୪ଟି ପଏଣ୍ଟ ରେ ଲାଗିଛି ନିଆଁ । ଶିମିଳିପାଳରେ ନିଆଁକୁ ଆୟତ୍ତ କରିବା ବନବିଭାଗ ପାଇଁ ବଡ଼ ଚାଲେଞ୍ଜ…

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ, ସକାଳ ୬ଟାରୁ ୯ଟା ଯାଏ ଟିକେଟ୍‌ ଉପଲବ୍ଧ

ବାରିପଦା(କେନ୍ଯୁଜ୍):ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । କୋଭିଡ୍‌ ପାଇଁ ଗତ ମେ ମାସରୁ ବନ୍ଦ ଥିଲା ଅଭୟାରଣ୍ୟ । ଦୀର୍ଘ ଦିନ ପରେ ଖୋଲିଛି ଶିମିଳିପାଳ । ପ୍ରବେଶ ପାଇଁ ଅନୁମତି ପତ୍ର ବାରିପଦା ପିଠାବଟା ଓ ଯଶିପୁର କାଣିଆଣି ବୁକିଂ କାଉଣ୍ଟାରୁ ନେଇହେବ । ସକାଳ ୬ଟାରୁ…

ଶିମିଳିପାଳ ପୋଡାଡିହାରେ ଅନନ୍ତପୁର ବିଟ୍‌ ପଥର ଖଣି ଜଙ୍ଗଲରେ ଲାଗିଛି ନିଆଁ, ଆୟତ କରିବାକୁ ଓଡ୍ରାଫ୍‌ ଟିମ୍‌ ଏବଂ…

କରଞ୍ଜିଆ:ଶିମିଳିପାଳ ପୋଡାଡିହାରେ ଅନନ୍ତପୁର ବିଟ୍‌ ପଥର ଖଣି ଜଙ୍ଗଲରେ ଲାଗିଛି ନିଆଁ । ଜଙ୍ଗଲରେ ନିଆଁ ବ୍ୟାପିବାରେ ଲାଗିଥିବା ବେଳେ ଓଡ୍ରାଫ୍‌ ଟିମ୍‌ ଏବଂ ବନବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ତିନି ଦିନ ପୂର୍ବରୁ ବର୍ଷା ହେବା…

ଶିମିଳିପାଳ ପୋଡଡିହା ରେଞ୍ଜ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ପୁଣି ଜଣେ ଶିକାରୀ ଗିରଫ, ୭ କିଲୋ ଝିଙ୍କ ମାଂସ ସହ ଏକ…

ଉଦଳା: ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ପୁଣି ଜଣେ ଶିକାରୀକୁ ଗିରଫ କଲା ବନ ବିଭାଗ । ଶିମିଳିପାଳର ପୋଡଡିହା ରେଞ୍ଜରେ ନିଆଁ ଲଗାଉଥିବା ବେଳେ ଧରିଲା ବନ ବିଭାଗ । ଗିରଫ ଶିକାରୀ ହେଲେ ଅନ୍ତରା ସିଂ । ଶିକାରୀ ନିକଟରୁ ୭ କିଲୋ ଝିଙ୍କ ମାଂସ ସହିତ ଏକ ଦେଶୀ ବନ୍ଧୁକ ଏବଂ କୁରାଢ଼ୀ ଜବତ କରିଛି…