Browsing Tag

sinkhole

ଧସିଗଲା ମାଟି ବଢିଚାଲିଛି ଗର୍ତ୍ତ, ଲୋକେ ଭୟଭୀତ

ରହସ୍ୟମୟୀ ଗାତ । ସେ ପୁଣି କୁଆଡେ ବଢୁଚି । ଏକଥା ଆମେ କହନୁ ଲୋକେ କହୁଛନ୍ତି । ଏହି ଗର୍ତ୍ତକୁ ନେଇ ସମସ୍ତେ ଏବେ ଭୟଭୀତ । କାରଣ ହଠାତ ଏମିତି ଏକ ଗର୍ତ୍ତ ସୃଷ୍ଟି ହେଲା ଯାହାକୁ ନେଇ ସମସ୍ତେ ଏବେ ଭୟଭୀତ । ତେବେ ହଠାତ ଏହି ଗର୍ତ୍ତ କେମିତି ହେଲା ଓ କାହିଁକି ହେଲା । ତାକୁ ନେଇ ଅନେକ କିଛି…

ଛୋଟ ନାଳରେ ହୋଇଥିବା ସିଙ୍କହୋଲ ପାଣି ସହିତ ଭିତରକୁ ଟାଣି ନେଲା ସବୁକିଛି, ଦେଖନ୍ତୁ ଏହି ଆଶ୍ଚର୍ଯ୍ୟକର ଭିଡିଓ

କେନିଆରେ ଏକ ଏପରି ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏଠାରେ ଏକ ଛୋଟ ସିଙ୍କହୋଲ ସବୁକିଛି ଗିଳି ଦେଇଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏକ ଛୋଟ ସ୍ରୋତ ସବୁକିଛି ନିଜ ଭିତରକୁ ନେଇଯାଇଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା…