Below header
Browsing Tag

sisu sansar programme

କରୋନାରେ ଚାଲିଗଲେ ଶିଶୁ ସଂସାର କାର୍ଯ୍ୟକ୍ରମର ବଡ଼ ଭାଇ ନଦିଆ ବିହାରୀ ମହାନ୍ତି

କେନ୍ୟୁଜ୍(ବ୍ୟୁରୋ):  ଚାଲିଗଲେ ବଡ଼ଭାଇ। ଆକାଶବାଣୀରେ ବହୁଳ ପ୍ରସାରିତ ଶିଶୁ ସଂସାର କାର୍ଯ୍ୟକ୍ରମର ବଡ଼ ଭାଇ ନଦିଆ ବିହାରୀ ମହାନ୍ତିଙ୍କ ପରଲୋକ।  ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା।   କିଛିଦିନ ତଳେ କରୋନା ଆକ୍ରାନ୍ତ ହୋଇ କଟକର ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ ।…