Below header
Browsing Tag

Sita Navami

ଆଜି ସୀତା ନବମୀ: ସଧବାମାନେ ଏହି ଉପାୟରେ କରନ୍ତୁ ମା’ ଜାନକୀଙ୍କ ପୂଜା, ସୁରକ୍ଷିତ ରହିବ ଶଙ୍ଖା ସିନ୍ଦୁର

ଆଜି ସୀତା ନବମୀ। ପ୍ରତିବର୍ଷ ବୈଶାଖ ମାସ ଶୁକ୍ଳ ପକ୍ଷ ନବମୀ ତିଥିକୁ ସୀତା ନବମୀ ଭାବେ ପାଳନ କରାଯାଏ। ରାମ ନବମୀର ମାସେ ପରେ ପଡ଼େ ସୀତା ନବମୀ। ବୈଶାଖ ଶୁକ୍ଳ ନବମୀ ତିଥିରେ ସୀତା ପ୍ରକଟ ହୋଇଥିଲେ। ଏଣୁ ଏହି ଦିନକୁ ଜାନକୀ ଜୟନ୍ତୀ ବା ସୀତା ନବମୀ ଭାବେ ପାଳନ କରାଯାଏ। ଚଳିତ ବର୍ଷ ମେ ୧୦…

ସୀତା ନବମୀରେ ସ୍ବାମୀଙ୍କ ପାଇଁ ବ୍ରତ ରଖି ଦୀର୍ଘାୟୁ କାମନା କରନ୍ତି ବିବାହିତ ମହିଳା, ଜାଣନ୍ତୁ ପୂଜା କରିବାର ବିଧି…

ପ୍ରତିବର୍ଷ ସୀତା ନବମୀ ଶୁକ୍ଳ ପକ୍ଷ ନବମୀ ଦିନ ପାଳନ କରାଯାଏ। ସୀତାଙ୍କ ଜନ୍ମୋତ୍ସବକୁ ସୀତା ନବମୀ କହନ୍ତି। ଏହି ଦିନ ସୀତା ଜୟନ୍ତୀ ଭାବେ ପାଳନ କରନ୍ତି। ବିବାହିତ ମହିଳା ସୀତା ନବମୀରେ ସ୍ବାମୀଙ୍କ ପାଇଁ ବ୍ରତ ରଖି ଦୀର୍ଘାୟୁ କାମନା କରନ୍ତି। ସୀତା ଜୟନ୍ତୀ ବୈଶାଖ ମାସ ଶୁକ୍ଳ ପକ୍ଷ ସମୟରେ…