Below header
Browsing Tag

slip of tongue

ଅଜବ୍‌ ନେତା ଶତ୍ରୁଘ୍ନ ସିହ୍ନା, କହିଲେ ମୌଲାନା ଆଜାଦ ଜାଗାରେ ଜିନ୍ନାଙ୍କ ନାଁ ପାଟିରୁ ସ୍ଲିପ୍‌ କରିଗଲା

ବିଜେପିରେ ଥାଇ ବିଜେପିକୁ ସମାଲୋଚନା କରୁଥିଲେ । ବିଜେପି ଛାଡ଼ି କଂଗ୍ରେସକୁ ଆସିଲେ । ସେପଟେ ପତ୍ନୀ ପ୍ରାର୍ଥୀ ହେଲେ ସମାଜବାଦୀ ପାର୍ଟିରୁ । ତେଣୁ ତାଙ୍କ ଲାଗି ପ୍ରଚାର କଲେ ଓ କଂଗ୍ରେସ ବିରୁଦ୍ଧରେ କହିଲେ । ୟା ଭିତରେ କହୁ କହୁ କହିଦେଲେ ଯେ କଂଗ୍ରେସ ହେଉଛି ମହମ୍ମଦ ଅଲି ଜିନ୍ନାଙ୍କ…