Below header
Browsing Tag

smitarani death case

ସ୍ମିତାରାଣୀ ମୃତ୍ୟୁ ମାମଲାର ଖୋଲୁନି ରହସ୍ୟ, ମୁଖ୍ୟ ଅଭିଯୁକ୍ତ ରୂପେଶ ଜେଲରେ ଥିବାବେଳେ ତା’ବ୍ୟାଙ୍କ…

ଯାଜପୁର: ଧର୍ମଶାଳା ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାର ମାସକ ପରେ ବି ରହସ୍ୟ ହୋଇପାରିନି ଉନ୍ମୋଚନ। ସେପଟେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ର ଜେଲରେ ଥିବା ବେଳେ ତାର ବ୍ୟାଙ୍କ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କାର କାରବାର ନେଇ ଜଣାପଡ଼ିବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି। ଚିନ୍ମୟ ଶତପଥୀଙ୍କ…

ମାଜିଷ୍ଟ୍ରେଟ ତଥା ଧର୍ମଶାଳା ତହସିଲଦାରଙ୍କ ଉପସ୍ଥିତିରେ ଭଙ୍ଗାଗଲା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ଲକର

ଯାଯପୁର(କେନ୍ୟୁଜ୍): ଭଙ୍ଗାଗଲା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ଲକର। ଧର୍ମଶାଳା ବ୍ଲକ କାର୍ଯ୍ୟାଳୟରେ ପିଇଓ ସ୍ମିତାରାଣୀଙ୍କ ଥିବା ଆଲମିରାରୁ ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଇଛି। ମାଜିଷ୍ଟ୍ରେଟ ତଥା ଧର୍ମଶାଳା ତହସିଲଦାରଙ୍କ ଉପସ୍ଥିତିରେ ଲକରକୁ ଭଙ୍ଗାଯାଇଛି। ତା ସହ…

ଯାଜପୁର : ଗାଁ ଛାଡ଼ି ପଳାଇଲେ ସ୍ମିତାରାଣୀଙ୍କ ପରିବାର ଲୋକେ

ଯାଜପୁର (କେ ନ୍ୟୁଜ୍‌) : ନ୍ୟାୟକୁ ଅପେକ୍ଷା କଲେନି । ଭୟ ଘାରିଲା । ତେଣୁ ଡରି ଡରି ଗାଁ ଛାଡିଛନ୍ତି ଯାଜପୁର ହରିଦାସପୁର ଭିଏଲ୍‌ଡବ୍ଲ୍ୟୁ ସ୍ମିତାରାଣୀଙ୍କ ପରିବାର ଲୋକେ। ଜ୍ୱାଇଁ ସୁଶୀଲ ବିଶ୍ୱାଳଙ୍କ ସହ ସ୍ମିତାରାଣୀଙ୍କ ବାପା ଓ ମାଆ ତାଳଚେର ପଳାଇଛନ୍ତି। ଘରେ ତାଲା ପଡିଥିବା ବେଳେ ବନ୍ଦ…