Browsing Tag

son murdered father

ବାପାକୁ ପିଟି ପିଟି ମାରି ଦେଲେ ଦୁଇ ପୁଅ, ଆହୁରି ମନ ବୁଝିଲାନି ଯେ ମୃତଦେହ ଉପରେ ଚଢ଼ାଇ ଦେଲେ ସ୍କୁଟି

ବଣାଇ(କେନ୍ୟୁଜ୍‌): ରକ୍ତ ସମ୍ପର୍କରେ ଛିଟା । ବାପାଙ୍କୁ ପିଟିପିଟି ହତ୍ୟା କଲେ ଦୁଇ ପୁଅ । ମୃତଦେହ ଉପରେ ସ୍କୁଟି ଚଢାଇଦେଲେ । ସୁନ୍ଦରଗଡ ଜିଲ୍ଲା ବଣାଇ ଚାନ୍ଦିପୋଷ ଥାନାର ରାଣିବେର୍ଣ୍ଣା ଅଞ୍ଚଳରେ ଅଭାବନୀୟ ଘଟିଛି । ମୃତକ ହେଲେ ମଙ୍ଗରା ଭୂମିକ । ଘରୋଇ କଳହକୁ କେନ୍ଦ୍ର କରି ଦୁଇ ପୁଅ…

ପୁଅର କାଠ ଫାଳିଆ ଓ ଶିଳପୁଆ ମାଡରେ ବାପା ମୃତ

କେନ୍ଦୁଝର : ପୁଅର କାଠ ଫାଳିଆ ଓ ଶିଳପୁଆ ମାଡରେ ବାପା ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ସଦାନନ୍ଦପୁର ଗାଁରେ। ଗାଁର ଗୁଣ୍ଡୁ ନାହାକ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗିଥିଲା । ଏହି ସମୟରେ ଗୁଣ୍ଡୁ ର ବାପା ଶଙ୍କରା ନାହାକ ପହଞ୍ଚି ସେମାନଙ୍କୁ…