Browsing Tag

sonakshi sinha rides bike

ମୁମ୍ବାଇ ରାସ୍ତାରେ ବାଇକ ଚଲାଇ ସୁଟିଂ ସେଟ୍‌ରେ ପହଞ୍ଚିଲେ ସୋନାକ୍ଷୀ ସିହ୍ନା, ଦେଖନ୍ତୁ ଭିଡିଓ

ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସୋନାକ୍ଷୀ ମୁମ୍ବାଇର ଜନଗହଳିପୂର୍ଣ୍ଣ ରାସ୍ତାରେ ଦୁଇଚକିଆ ବୁଲେଟ୍‌ ଚଲାଉଥିବା ଦେଖିବାକୁ ମିଳିଛି। ଗହଳି ଭିତରେ ଅନ୍ୟ ଗାଡ଼ିଗୁଡ଼ିକୁ କାଟି ସୋନାକ୍ଷୀ ଖୁବ୍‌…