Below header
Browsing Tag

sonam kapoor

ଇଟାଲିରେ ରୋମାଣ୍ଟିକ୍‌ ହେଲେ ସୋନମ୍‌ କପୁର, ସ୍ୱାମୀଙ୍କ ସହ ଲିପ୍‌ଲକ୍‌ରେ ଆସିଲେ ନଜର, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆବର୍ଷରେ ବଲିଉଡ୍‌ ସେଲିବ୍ରିଟିମାନେ ଫ୍ୟାନମାନଙ୍କୁ ଶୁଭକାମନା ଜଣାଉଛନ୍ତି। ଅଭିନେତ୍ରୀ ସୋନମ୍‌ କପୁର ମଧ୍ୟ ପୁରୁଣା ବର୍ଷକୁ ମନେ ପକାଇ ଏକ ରୋମାଣ୍ଟିକ୍‌ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସୋନମ୍‌ ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହିତ ଲିପ୍‌ଲକ୍‌ କରୁଥିବାର ନଜର ଆସିଛନ୍ତି। ଭିଡିଓଟି…

ସୋନମ୍‌ କପୁରଙ୍କୁ ଫ୍ଲର୍ଟ କରିବା କପିଲ ଶର୍ମାଙ୍କୁ ପଡ଼ିଲା ଭାରି, ଅଭିନେତ୍ରୀଙ୍କ ଜବାବ ଶୁଣି ବନ୍ଦ ହୋଇଗଲା ମୁହଁ

ଦ କପିଲ ଶର୍ମା ଶୋକୁ ଏମିତି ଅନେକ ସେଲିବ୍ରିଟି ନିଜ ଫିଲ୍ମ ପ୍ରମୋଶନ କରିବାକୁ ଆସିଥାଆନ୍ତି। ଏଥର ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ଓ ଦୁଲକର ସଲମାନ ସେମାନଙ୍କ ଆଗାମୀ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ର ପ୍ରମୋଶନ ପାଇଁ ଆସିଥିଲେ। ତେବେ ଏହି ଅବସରରେ କପିଲ ସୋନମଙ୍କ ସହ ମସ୍ତି ମଜାକ୍‌ କରିବା…

ପୁଣି ‘‘ତରିଫା’’ଗୀତରେ ଧୁମ୍‌ ମଚାଇଲେ କରୀନା ଓ ସୋନମ୍‌, ଭାଇରାଲ ହେଲା ଭିଡ଼ିଓ

ଟେଲିଭିଜନ୍‌ରେ ଡେବ୍ୟୁ କରିବା ପରଠାରୁ ଚର୍ଚ୍ଚାରେ ବେବୋ। ଛୋଟପରଦାରେ ପାଦ ଥାପିବା ପରେ ପ୍ରତି ସପ୍ତାହରେ କରୀନା କପୁରଙ୍କ କିଛି ନା କିଛି ଭିଡିଓ ଇଣ୍ଟରନେଟ୍‌ରେ ଭାଇରାଲ ହେବାରେ ଲାଗିଛି। ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ବହୁମାତ୍ରାରେ ଭାଇରାଲ ହେବାରେ…

ସୋନମ୍‌ କପୁରଙ୍କ ‘‘ଦ ଜୋୟା ଫ୍ୟାକ୍ଟର’’ର ‘କାଶ’ ଗୀତ ରିଲିଜ୍‌

ଅନୀଲ ତନୟା ସୋନମ୍‌ କପୁରଙ୍କ ଆଗାମୀ ଫିଲ୍ମ ଦ ଜୋୟା ଫ୍ୟାକ୍ଟର ରିଲିଜ୍‌ ପୂର୍ବରୁ ଚର୍ଚ୍ଚାରେ। ଭିନ୍ନ କାହାଣୀକୁ ନେଇ ନେଇ ନିର୍ମିତ ଏହି ଫିଲ୍ମର ରିଲିଜ୍‌ ଡେଟ୍‌କୁ ଦର୍ଶକ ଚାତକ ଭଳି ଚାହିଁରହିଛନ୍ତି। ଫିଲ୍ମରେ ସୋନମ୍‌ଙ୍କ ସହ ଦକ୍ଷିଣ ଭାରତୀୟ ଅଭିନେତା ଦଲକର ସଲମାନ ମଧ୍ୟ ନଜର ଆସିବେ।…

ଫିଲ୍ମ ପାଇଁ ନାମ ବଦଳାଇଲେ ସୋନମ , ଜାଣନ୍ତୁ ଏବେ କଣ ହେଲା

ମୁମ୍ବାଇ : ସବୁବେଳେ ଚର୍ଚ୍ଚାରେ ରହିଥିବା ଅଭିନେତ୍ରୀ ସୋନମ କପୁର ପୁଣି ଥରେ ଚର୍ଚ୍ଚାରେ। ଖବରଅନୁଯାୟୀ, ପୁଣି ଥରେ ନିଜର ନାମ ପରିବର୍ତ୍ତନ କରିଛନ୍ତି ଅଭିନେତ୍ରୀ ସୋନମ କପୁର। ଏହା ପୂର୍ବରୁ ଅଭିନେତ୍ରୀ ନିଜ ବିବାହ ପରେ ନାମ ପରିବର୍ତ୍ତନ କରି ସୋନମ କପୁରରୁ ସୋନମକେଅହୁଜା ରଖିଥିଲେ।…

୧ ମିନିଟ ୪୨ ସେକେଣ୍ଡର ଟ୍ରେଲରରେ ଲେସ୍‌ବିଆନ୍‌ ଚରିତ୍ରରେ ନଜର ଆସିଛନ୍ତି ସୋନମ୍

ମୁମ୍ବାଇ : ରିଲିଜ ହୋଇଛି ଏକ ଲଡ୍‌କୀ କୋ ଦେଖା ତୋ ଐସା ଲଗାର ଆଉ ଏକ ଟ୍ରେଲର। ୧ ମିନିଟ ୪୨ ସେକେଣ୍ଡର ଏହି ଟ୍ରେଲରରେ ଦେଖିବାକୁ ମିଳିଛି ସୋନମ କପୁରଙ୍କ ଭିନ୍ନ ପ୍ରେମ କାହାଣୀ। ଟ୍ରେଲରରୁ ଜଣାପଡୁଛି ଫିଲ୍ମଟି LGBT କମ୍ୟୁନିଟି ଉପରେ ଆଧାରିତ ଓ ଫିଲ୍ମରେ ଲେସ୍‌ବିଆନ୍‌ ଚରିତ୍ରରେ ନଜର…

ବିବାହ ପରେ ସୋନମଙ୍କ ଜଲୱା : ଟ୍ଵିଙ୍କଲ ଖାନ୍ନାଙ୍କ ବୁକ୍‌ ଲଞ୍ଚ ସହ ରାମ୍ପରେ ଦେଖାଦେଲେ ଅଭିନେତ୍ରୀ

ମୁମ୍ବାଇ : ଟ୍ଵିଙ୍କଲ ଖାନ୍ନାଙ୍କ ବୁକ୍‌ ଲଞ୍ଚ କଲେ ଅଭିନେତ୍ରୀ ସୋନମ କପୁର । ଏହାର ଇଭେଣ୍ଟରେ ଅକ୍ଷୟ କୁମାର, ରଣବୀର ସିଂ ଓ କରନ୍‌ ଜୋହର ପ୍ରମୁଖ ଯୋଗ ଦେଇଥିଲେ । ତାଙ୍କ ବୁକ୍‌ର ନାଁ ରହିଛି PYJAMAS ARE FORGIVING । ବୁକ୍‌ ଲଞ୍ଚ୍‌ ଇଭେଣ୍ଟରେ କାଫି ମସ୍ତି କରିଥିଲେ ରଣବୀର ସିଂ ଓ…

ସୋନମ ପାଲଟିଲେ ସୁପରଓ୍ଵିମେନ୍ !

ମୁମ୍ବାଇ : ବଲିଉଡ଼ରେ ପ୍ରତି ବର୍ଷ ସୁପରମ୍ୟାନଙ୍କ ଚଳଚ୍ଚିତ୍ର ଆସିବା ଯେପରି ଏକ ଟ୍ରେଣ୍ଡ ପାଲଟିଛି। କ୍ରିସ, ଫ୍ଳାଇଂ ଜଟ ଆଦି ଫିଲ୍ମ ପରେ ଏବେ ସୁପରଓ୍ଵିମେନ୍ କ୍ୟାରେକ୍ଟରରେ ଅଭିନୟ କରିବେ ସୋନମ କପୁର । ଆଜ୍ଞା ହଁ , ଏକ ଟିଭି ସିରିଜରେ ବ୍ୟାଟ୍ ଓ୍ଵମେନର ଚରିତ୍ରରେ ଆପଣ ଦେଖିପାରିବେ…