Below header
Browsing Tag

sonepur district

ଟ୍ରାକ୍ଟର ଚଳାଇ ଗାଁକୁ ଗାଁ ବୁଲୁଛନ୍ତି, ଆଉ କରୁଛନ୍ତି ଭୋଟ ଭିକ୍ଷା

ସୁବର୍ଣ୍ଣପୁର: ହାତରେ ରୋଷେଇ ଶାଳାର ସାମଗ୍ରୀ ନୁହେଁ ବରଂ ଅଛି ଟ୍ରାକ୍ଟର ଷ୍ଟିୟରିଙ୍ଗ । ଗାଡି ଷ୍ଟାର୍ଟ କଲାମାତ୍ରେ ଗାଁ ଗାଁକୁ ଗଡୁଛି ଟ୍ରାକ୍ଟର ଚକ । ଘରକୁ ଘର ବୁଲୁଛନ୍ତି ଆଉ କରୁଛନ୍ତି ଭୋଟଭିକ୍ଷା । ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛିନା କିନ୍ତୁ ଏହି କଥା ସମ୍ପୂର୍ଣ୍ଣ ସତ ।…

ସୋନପୁରରେ ସପ୍ତପୁରୀ ଅମାବାସ୍ୟାରେ ପାଳିତ ହୋଇଛି ଲଙ୍କା ପୋଡ଼ି ଉତ୍ସବ, ଐତିହ୍ୟ ଓ ଆକର୍ଷଣ ଦୃଷ୍ଟିରୁ ଯାହା ରହିଛି…

ସାରା ଦେଶରେ ବିଭିନ୍ନତା ଭିତରେ ଏକତା ରହିଥିବା ବେଳେ ଆମ ଓଡ଼ିଶା ବା କେମିତି ବାଦ୍‌ ପଡ଼ିବ। ଏଠାରେ ମଧ୍ୟ ଆଂଚଳିକ ଭିତରେ ରହିଛି ଅନେକ ପରମ୍ପରା। ସେଥିମଧ୍ୟରୁ ସୋନପୁରର କିମ୍ବଦନ୍ତୀ ଓ ଲୋକ ସଂସ୍କୃତି ରହିଛି ସବୁଠୁ ନିଆରା । ତେବେ ଭାଦ୍ରବ ମାସର ସପ୍ତପୁରୀ ଅମାବାସ୍ଯାରେ ହେଉଥିବା ଲଙ୍କା…

ସୁବର୍ଣ୍ଣପୁରରେ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସମସ୍ତେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ

ସୁବର୍ଣ୍ଣପୁର ଜିଲ୍ଲାରେ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ସମ୍ପର୍କରେ ଜିଲ୍ଲାପାଳ ଟ୍ଵିଟ୍ କରି ସୂଚନା ଦେଇଛନ୍ତି । ଏହି ଚାରିଜଣଙ୍କ ମଧ୍ୟରୁ ଦୁଇ ଜଣ ସୋନପୁର ବ୍ଲକ୍‌ର ଏବଂ ଅନ୍ୟ ଦୁଇଜଣ ତରଭା ଓ ଡୁଙ୍ଗୁରିପାଲୀର । ତେବେ ଏମାନେ ସମସ୍ତେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ ।…