Browsing Tag

sonu sood birthday

ଜନ୍ମଦିନରେ ୩ ଲକ୍ଷ ଚାକିରି ଦେବାକୁ ଘୋଷଣା କଲେ ସୋନୁ ସୁଦ୍‌, ଲୋକେ କହିଲେ-‘ତୁମେ ପ୍ରକୃତ ଦେବଦୂତ’

ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ଙ୍କର ଆଜି ଜନ୍ମଦିନ। ଜନ୍ମଦିନକୁ ଆଉ ଟିକେ ଖାସ୍‌ କରିବା ପାଇଁ ସୋନୁ ଆଜି ୩ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ଚାକିରି ଦେବାକୁ ଘୋଷଣା କରିଛନ୍ତି। ଟ୍ଵିଟ୍‌ କରି ସୋନୁ ଏନେଇ ଘୋଷଣା କରିଛନ୍ତି। ଏହା ପୂର୍ବରୁ ମଧ୍ୟ ସୋନୁ ଅନେକ ଥର ଲୋକଙ୍କୁ ସାହାଯ୍ୟ କରିଛନ୍ତି।…