Browsing Tag

soro hospital news

ସ୍ତ୍ରୀ ମରିଗଲା ପରେ ବି ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ସ୍ୱାମୀ, ଦେଖିଲେ ଆଖିରେ ଲୁହ ଆସିଯିବ ଏମିତି ଏ ଦୃଶ୍ୟ

ନିଜ ମନକୁ ବୁଝାଇ ପାରୁନାହାନ୍ତି ଏଇ ଅବୋଧ ସ୍ୱାମୀ ଜଣକ । ଡାକ୍ତର ମୃତ ଘୋଷଣା କରିଦେଇଛନ୍ତି ସତ କିନ୍ତୁ ସ୍ୱାମୀ ମାନିବାକୁ ନାରାଜ । ଲାଗିପଡ଼ି ଚେଷ୍ଟା କରୁଛନ୍ତି କାଳେ ଶେଷ ମୁହୂର୍ତ୍ତରେ ମୃତ୍ୟୁ ଶଯ୍ୟାରୁ ଉଠିଯିବେ କି । ଆଉ ବହୁତ ବିକଳ ହୋଇ ଡାକୁଛନ୍ତି ନିଜ ହାତରେ ଚେଷ୍ଟା ମଧ୍ୟ…