ଜୁଲାଇ ୧ରୁ ଲାଗୁ ହେବ ଭାରତୀୟ ନ୍ୟାୟ ସଂହିତା, ଅକାମୀ ହେବ ପୁରୁଣା IPC ଓ CRPC

ଜୁଲାଇ ୧ରୁ ଲାଗୁ ହେବ ଭାରତୀୟ ନ୍ୟାୟ ସଂହିତା । ଏହି ପରିପ୍ରେକ୍ଷିରେ ସବୁ ରାଜ୍ୟର ଡ଼ିଜିଙ୍କ ସହ ବୈଠକ କରିଛନ୍ତି କେନ୍ଦ୍ର ଗୃହ ସଚିବ । ଓଡ଼ିଶାର ପୋଲିସ ଡ଼ିଜି ଅରୁଣ ଷଡ଼ଙ୍ଗୀଙ୍କ ସହ ଏଡିଜି କ୍ରାଇମବ୍ରାଞ୍ଚ ଅରୁଣ ବୋଥ୍ରା ,ଷ୍ଟେଟ କ୍ରାଇମ୍ ରେକର୍ଡ ବ୍ୟୁରୋ ନିର୍ଦ୍ଦେଶକ ବିନୟତୋଷ ମିଶ୍ର ଯୋଗ ଦେଇଥିଲେ । ଏହି ବୈଠକରେ ସମସ୍ତ ରାଜ୍ୟର ଡିଜି ,ମୁଖ୍ୟ ସଚିବ ଓ ଗୃହ ସଚିବଙ୍କ ସହ ଭିସିରେ ବୈଠକ କରିଥିଲେ କେନ୍ଦ୍ର ଗୃହ ସଚିବ । ଜୁଲାଇ ୧ରେ ନ୍ୟାୟ ସଂହିତା ଲାଗୁ ହେବା ସହ ପୁରୁଣା IPC ଓ CRPC ଅକାମୀ ହୋଇଯିବ।

Leave A Reply

Your email address will not be published.