Below header
Browsing Tag

special

ଅଜବ ହସ୍ପିଟାଲ, ଯେଉଁଠି ହୋଇଥାଏ କେବଳ ବାଦୁଡ଼ିଙ୍କ ଚିକିତ୍ସା

ଆପଣ କେବେ ଏଭଳି ହସ୍ପିଟାଲ ବିଷୟରେ ଶୁଣିଛନ୍ତି କି, ଯେଉଁଠି କେବଳ ବାଦୁଡ଼ିଙ୍କ ଚିକିତ୍ସା ହୋଇଥାଏ? ହଁ, ଏହା ସତ। ଏମିତି ଏକ ଅଜବ ହସ୍ପିଟାଲ ରହିଛି ଅଷ୍ଟ୍ରେଲିଆରେ। ଆପଣ ଏଠାରେ କେବଳ ବାଦୁଡ଼ିମାନଙ୍କୁ ହିଁ ଦେଖିବାକୁ ପାଇପାରିବେ। ଆଉ ଏଥିପାଇଁ ଏହି ହସ୍ପିଟାଲ ବେଶ୍‌ ଜଣାଶୁଣା। ଆପଣ ଜାଣି…

ଅଜବ ନିଶା: ଏହି ମହିଳାଙ୍କ ଇସାରାରେ ଷ୍ଟାର୍ଟ ହେବ କାର୍‌, ଶରୀରରେ ରୋପଣ କଲେ ଚାବି

ଏହି ଖବରକୁ ପଢ଼ି ଆପଣ ନିଶ୍ଚିତ ଭାବିବେ ଯେ ସତରେ...ଦୁନିଆ କେତେ ବଦଳି ଗଲାଣି। ଆମେରିକା ଟେକ୍ସାସ୍‌ର ସପ୍ଟେଓ୍ଵୟାର୍‌ ଡେଭେଲପର୍‌ ତଥା ବାୟୋ ହେକର ଏମିତି କିଛି କରି ଦେଖାଇଛନ୍ତି, ଯାହା ବିଷୟରେ ଆପଣ କେବେ ବି ଭାବି ପାରିବେ ନାହିଁ। କଥାଟି ଏହିପରି, କାରର ଦିଓ୍ଵାନୀ ଏମି ଡିଡି ନାମ୍ନୀ…

ବୋତଲରେ ଏମିତି କିଛି ଜିନିଷ ଲୁଚାଇ ନେଇଯାଉଥିଲେ ଦମ୍ପତି, ପୋଲିସ ବି ହୋଇଗଲା ଚକିତ

ଚୋରି କୌଣସି ବି ଜିନିଷର ହୋଇପାରେ ଏବଂ ଏହାର ଦଣ୍ଡ ମଧ୍ୟ କଠୋର ହୋଇପାରେ। ଇଟାଲିରେ ଏମିତି ଏକ ଜିନିଷ ଚୋରି ହୋଇଛି, ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆହୁରି ଚକିତ ହେଲା ଭଳି କଥା ହେଉଛି, ଏହାକୁ ଚୋରି କରି ଏକ ଦମ୍ପତିଙ୍କୁ ୬ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ଏହି ଖବର ଏବେ…

ଗରିବଙ୍କ ଭଗବାନ ବନିଲେ ଫୌଜିଙ୍କର ଏହି ଡାକ୍ତର ପୁଅ: ହାତ-ଗୋଡ଼ ଅଚଳ, କାର୍‌ରେ ଚଳାନ୍ତି ଚିକିତ୍ସାଳୟ

ଦେଶ ସେବା ପାଇଁ ଜରୁରୀ ନୁହେଁ କି ଆପଣ ସୀମାକୁ ହିଁ ଯିବେ। ଆପଣ ଯେଉଁଠି ଏବଂ ଯେଉଁ ସ୍ଥିତିରେ ଥାଆନ୍ତୁ ନା କାହିଁକି, ସେଠାରେ ରହି ବି ଏହି କାମ କରିପାରିବେ। ମଧ୍ୟପ୍ରଦେଶର ଗ୍ଵାଲିୟର ନିବାସୀ ଡା. ବିକ୍ରମ ସିଂଙ୍କ କାହାଣୀ ମଧ୍ୟ ଠିକ୍‌ ସେହିଭଳି, ଯାହାକି ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ…

ବୃହସ୍ପତି ରାଜଯୋଗ କେତେ ପ୍ରକାର ଜାଣନ୍ତି କି ? ଜୀବନରେ ଏହାର କ’ଣ ରହିଛି ମହତ୍ତ୍ୱ

ନବଗ୍ରହରେ ବୃହସ୍ପତିଙ୍କୁ ଗୁରୁ ଏବଂ ମନ୍ତ୍ରଣା କାରକ ବୋଲି କୁହାଯାଏ। ବୃହସ୍ପତି ସବୁଠାରୁ ଅଧିକ ଶୁଭ ଏବଂ ଶକ୍ତିଶାଳୀ ଗ୍ରହ ଭାବେ ଜଣାଶୁଣା। ବୃହସ୍ପତି ହିଁ ଏକମାତ୍ର ଗ୍ରହ ଯାହା ଆପଣଙ୍କୁ ଶୀର୍ଷ ସ୍ଥାନରେ ପହଞ୍ଚାଇପାରିବେ। ବୃହସ୍ପତିଙ୍କ କୃପା ଲାଭ କରିବା ଯେତିକି ଶୁଭପ୍ରଦ ପ୍ରତିକୂଳ…