ବୀର ଗାଥା: ଦିନକ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ହେଲେ ଓଡ଼ିଶାର ବର୍ଣ୍ଣାଳୀ ସାହୁ, ଭାଷଣ ଦେବାକୁ କହିଲେ ରାଜନାଥ ସିଂ
ଦିନକ ପାଇଁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ହେଲେ ଓଡ଼ିଶାର ଛାତ୍ରୀ ବର୍ଣ୍ଣାଳୀ ସାହୁ । ସାଧାରଣତନ୍ତ୍ର ଦିବସ ସମାରୋହର ଅଂଶ ସ୍ୱରୂପ ଦିଲ୍ଲୀର ଡିଆର୍ଡିଓ ଭବନରେ ଗୁରୁବାର ଆୟୋଜିତ ହୋଇଥିଲା ‘ବୀର ଗାଥା’ର ତୃତୀୟ ସଂସ୍କରଣ କାର୍ଯ୍ୟକ୍ରମ । ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ତରଫରୁ…