ଲମ୍ବା ଭାଷଣକୁ ଅପେକ୍ଷା କଲାନି ହେଲିକ୍ୟାପ୍ଟର, ବିଜେପି ନେତାଙ୍କୁ ନନେଇ ଉଡିଗଲା . . ଆଉ ରାଗରେ ସେ କଣ କଲେ ପଢନ୍ତୁ

ନିର୍ବାଚନ ପ୍ରଚାରରେ ନେତାଙ୍କ ଜନସମାବେଶରେ ଲମ୍ବା ଭାଷଣକୁ ଅପେକ୍ଷା ନିକରି ଉଡିଗଲା ହେଲିକ୍ୟାପ୍ଟର । ଏଭଳି ରୋଚକ ଘଟଣା ଦେଖିବାକୁ ମିଳିଥିଲା ଉତ୍ତରପ୍ରଦେଶର କୌସମ୍ବି ଠାରେ ।  ହେଲେ ଭାଷଣ ସମୟର ଅବଧି ଟିକେ ବଢି ଯାଇଥିବାରୁ ପାଇଲଟ ତାଙ୍କୁ ଯିବାପାଇଁ ସୂଚାନ ଦେଇଥିଲେ । କିନ୍ତୁ ରାଜବୀର କିଛି ସମୟ ମାଗି ବିଳମ୍ବ କରିବାରୁ ପାଇଲଟ ରାଗରେ ହେଲିକ୍ୟାପ୍ଟରର ଉଡାଣ ଭରିଥିଲେ ।

helicopter bjpଏହା ଦେଖି ସାଂସଦ ତାଙ୍କୁ ଅଟକାଇବାକୁ କହିଥିଲେ ହେଲେ ପାଇଲଟ କିଛି ନଶୁଣି ସେଠାରୁ ହେଲିକ୍ୟାପ୍ଟର ନେଇ ଚାଲି ଆସିଥିଲେ । ପରେ ରାଜବୀରଙ୍କୁ ବିରକ୍ତ ହୋଇ କାରରେ ଲକ୍ଷ୍ନୌ ଫେରିଯିବାକୁ ପଡିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.