Below header
Browsing Tag

spider-man: no way home

ବକ୍ସ ଅଫିସରେ ୧୦୦ କୋଟି କ୍ଲବରେ ସାମିଲ ହେଲା ‘ସ୍ପାଇଡର ମ୍ୟାନ୍‌: ନୋ ୱେ ହୋମ୍‌’, ମାତ୍ର ୪ ଦିନରେ କଲା ଜବରଦସ୍ତ ଆୟ

ସମସ୍ତଙ୍କ ପ୍ରିୟ ସୁପରହିରୋ‘ ସ୍ପାଇଡର ମ୍ୟାନ୍‌’ ଫିଲ୍ମ ‘ସ୍ପାଇଡର ମ୍ୟାନ୍‌: ନୋ ୱେ ହୋମ୍‌’ ରିଲିଜ ହେବାର ମାତ୍ର ୪ ଦିନରେ ରେକର୍ଡ କରିଛି। ଫିଲ୍ମ ରିଲିଜ ହେବାର ୪ ଦିନରେ ୧୦୦ କୋଟି କ୍ଲବରେ ସାମିଲ ହୋଇଛି। ଏହି ଫିଲ୍ମରେ ଟମ୍‌ ହଲାଣ୍ଡ ଲିଡ୍‌ ରୋଲରେ ନଜର ଆସିଛନ୍ତି। ଫିଲ୍ମ ଇଂଲିଶ ସହିତ…

ସୂର୍ଯ୍ୟବଂଶୀକୁ ପଛରେ ପକାଇଲା ‘ସ୍ପାଇଡର୍ ମ୍ୟାନ୍: ନୋ ୱେ ହୋମ୍’, ଭାରତରେ ପ୍ରଥମ ଦିନରେ ହିଁ ୪୧.୫୦…

ମାର୍ଭେଲ ଷ୍ଟୁଡିଓର ପ୍ରସିଦ୍ଧ ସିରିଜ ସ୍ପାଇଡର୍ ମ୍ୟାନ୍ର ତୃତୀୟ ଭାଗ 'ସ୍ପାଇଡର୍ ମ୍ୟାନ୍: ନୋ ୱେ ହୋମ୍' ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ର ଭାରତରେ ବାକି ଦେଶମାନଙ୍କଠାରୁ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ୧୬ ଡିସେମ୍ବରରେ ମୁକ୍ତିଲାଭ କରିଛି। ଚଳଚ୍ଚିତ୍ରଟି ପ୍ରଥମ ଦିନରେ ଭାରତରେ ୪୧.୫୦…