Below header
Browsing Tag

src

ରାଜ୍ୟରେ ବର୍ଷା ଓ ବନ୍ୟା ସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରତିକ୍ରିୟା, କହିଲେ ବିଭିନ୍ନ ଜିଲ୍ଲାରେ ଏନିଡିଆରଫ…

ଭୁବନେଶ୍ବର: ରାଜ୍ୟରେ ବର୍ଷା ଓ ବନ୍ୟା ସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ପ୍ରତିକ୍ରିୟା। କହିଲେ ସମଗ୍ର ରାଜ୍ୟରେ ବର୍ଷା ଲାଗି ରହିଛି । ବର୍ଷାରେ ତଳିଆ ଅଞ୍ଚଳରେ ପାଣି ଜମିଛି । କେନ୍ଦ୍ରାପଡା ବାରିପଦା ସମେତ ଅନ୍ୟ କିଛି ସ୍ଥାନରେ ପାଣି ଜମିଛି ଏବଂ ତାକୁ ନିଷ୍କାସନ…

ବଦଳିଲା କ୍ୱାରେଣ୍ଟାଇନ୍ ନିୟମ, ଏବେଠୁ ୨୧ ଦିନ ବଦଳରେ ରହିବେ ୧୪ ଦିନ

ଭୁବନେଶ୍ବର: ବଦଳିଲା କ୍ୱାରେଣ୍ଟାଇନ୍ ନିୟମ। ଏବେ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହିବେ ପ୍ରବାସୀ । ପ୍ରଥମରୁ ଏହି ୧୪ଦିନର କ୍ୱାରେଣ୍ଟାଇନ୍ ନିୟମ ଥିବାବେଳେ ମଝିରେ ଏହାକୁ ଆଉ ୭ଦିନ ବଢାଯାଇ ୨୧ ଦିନ କରାଯାଇଥିଲା । କିନ୍ତୁ ଏବେ ପୁଣି ନିୟମ ବଦଳି ୧୪ ଦିନ କରାଗଲା । ଏବେ ପ୍ରବାସୀ ମାନେ ୧୪…

ଶିଳ୍ପ ସମସ୍ୟାର ସମାଧାନ ପାଇଁ ଓଡିଶା ସରକାରଙ୍କ ମଡେଲ ନୀତି ଯୋଜନା

ଭୁବନେଶ୍ବର: COVID-19 ଲକ୍ ଡାଉନ୍ ଯୋଗୁଁ ଶିଳ୍ପଗୁଡିକ ରାଜ୍ୟରେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ଓଡିଶା ସରକାର ଏକ ମଡେଲ ନୀତି ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ମଙ୍ଗଳବାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ରାଜ୍ୟରେ COVID-19 ପରିସ୍ଥିତିକୁ ନେଇ…

ଅରେଞ୍ଜ ଜୋନରେ‌ ଖୋର୍ଦ୍ଧା ଜିଲ୍ଲା ରହିଥିବାବେଳେ ଭୁବନେଶ୍ବରକୁ ରଖାଗଲା ରେଡ୍‌ ଜୋନ୍‌ରେ, ଜାଣନ୍ତୁ କାହିଁକି ?

ଭୁବନେଶ୍ବର : ଗତକାଲିଠାରୁ ‌କରୋନା ପାଇଁ ଆରମ୍ଭ ହୋଇଯାଇଛି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍। ତେବେ ଏହି ସମୟରେ କେନ୍ଦ୍ର ସରକାର ସାରା ଦେଶକୁ ୩ଟି ଜୋନ୍‌ରେ ବିଭକ୍ତ କରିଛନ୍ତି। ରାଜ୍ଯ ଗୁଡିକରେ ରହିଥିବା ବିଭିନ୍ନ ଜିଲ୍ଲାକୁ ମଧ୍ଯ ୩ଟି ଜୋନ୍‌ରେ ଭାଗ କରାଯାଇଛି।  ଏହି ସବୁ ଭିତରେ ଓଡିଶାର…