Browsing Tag

sreya ghosal

ଟ୍ୱିଟରର ନୂଆ ସିଇଓ ପରାଗଙ୍କୁ ଶୁଭେଚ୍ଛା ଜଣାଇଲେ ଶ୍ରେୟା ଘୋସାଲ

ବିଭିନ୍ନ ସୋସିଆଲ ମିଡିଆରେ ଏବେ ପରାଗ ଅଗ୍ରୱାଲଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ।  ଟ୍ୱିଟରର ପୂର୍ବ ସିଇଓ ଜ୍ୟାକ ଡୋରସି ଇଷ୍ଠଫା ପତ୍ର ଦେବା ପରେ ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରୱାଲଙ୍କୁ ଟ୍ୱିଟରର ନୂଆ ସିଇଓ ଭାବରେ ଘୋଷଣା କରାଯାଇଛି ।  ଆଉ ଏହି ଖବର ପ୍ରସାରଣ ହେବା ପରେ ଦେଶ ତଥା ବିଦେଶର…