Browsing Tag

srh vs kkr

ଡବଲ ଧମାକା : ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁକୁ ଟକ୍କର ଦେବ ପଞ୍ଜାବ କିଙ୍ଗସ୍‌ ଏବଂ ସନ୍ଧ୍ଯାରେ ମୁହାଁମୁହିଁ ହେବେ…

ଆଜି ଆଇପିଏଲରେ ଡବଲ ମୁକାବିଲା । ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗସ୍‌ ମଧ୍ୟରେ ମ୍ୟାଚ ଖେଳାଯିବ । ଆଜିର ମ୍ୟାଚ ଜିତିଲେ କୋହଲିଙ୍କ ଦଳର ପ୍ଲେ ଅଫ ଖେଳିବା ଆଶା ଉଜ୍ଜ୍ୱଳ ହେବ । ଏବେ ଆରସିବି ୭ ବିଜୟ ସହ ମୋଟ ୧୪ ପଏଣ୍ଟ ପାଇଁ ତାଲିକାର ତୃତୀୟ ସ୍ଥାନରେ ରହିଛି । ଆଜିର ମ୍ଯାଚ…

ଆଜି ସନରାଇଜର୍ସ ହାଇଦ୍ରାବାଦ ଏବଂ କୋଲକତା ନାଇଟ ରାଇଡର୍ସ ମଧ୍ୟରେ ହେବ କଡା ମୁକାବିଲା

ଆଇପିଏଲ୍ ୨୦୨୧ର ୩ୟ ମ୍ଯାଚରେ ପରସ୍ପର ସହିତ ମୁହାଁମୁହିଁ ହେବେ ଦୁଇ ପୂର୍ବ ଚାମ୍ପିଅନ। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିଅମର ହେବାକୁ ଥିବା ମ୍ଯାଚରେ ସନରାଇଜର୍ସ ହାଇଦ୍ରାବାଦ ଏବଂ କୋଲକତା ନାଇଟ ରାଇଡର୍ସ ମଧ୍ୟରେ କଡା ମୁକାବିଲା ହେବାକୁ ଯାଉଛି। ଡେଭିଡ ୱାର୍ଣ୍ଣର ଏବଂ ଇଆନ ମୋର୍ଗାନଙ୍କ…