Browsing Tag

srimandir singhdwar

ରୂପାରେ ଝଟକିଲା ଶ୍ରୀମନ୍ଦିର ସିଂହଦ୍ଵାର : ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଡିଜାଇନରେ ଶୋଭା ପାଉଛି ଉତ୍କଳୀୟ କାରୁକାର୍ଯ୍ୟ

ପୁରୀ (କେନ୍ୟୁଜ): ରୂପାରେ ଝଲସୁଛି ଶ୍ରୀମନ୍ଦିର ସିଂହଦ୍ଵାର । ୩ଦିନ ଧରି ଚାଲିଥିବା ସିଂହଦ୍ୱାର ରୂପା ଛାଉଣୀ କାମ ଶେଷ ହୋଇଛି । ଶାଗୁଆନ୍ କାଠରେ ନବନିର୍ମିତ କବାଟ ସିଂହଦ୍ୱାରରେ ଲାଗିବା ପରେ ମୁମ୍ବାଇରୁ ଆସିଥିବା କାରିଗରମାନେ ଏହା ଉପରେ ବିଭିନ୍ନ ଡିଜାଇନର ରୂପା ପ୍ଲେଟ ସବୁ ଲଗାଇଛନ୍ତି ।…