Ssc cgl ରେ ପରୀକ୍ଷା ପାଇଁ ନୋଟିଫିକେସନ ଜାରି, ୧୭ ହଜାରରୁ ଅଧିକ ପଦବୀ ଖାଲି
ଷ୍ଟାଫ ସିଲେକ୍ସନ କମିଶନ(SSC) ରେ କମ୍ବାଇନଡ ଗ୍ରାଜୁଏଟ ଲେବଲ ପରୀକ୍ଷା ପାଇଁ ନୋଟିଫିକେସନ ଜାରି ହୋଇଛି । ନୋଟିଫିକେସନ ମୁତାବକ, ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ମଧ୍ୟ ୧୭,୭୨୭ ପଦବୀରେ ଭର୍ତ୍ତି ହେବ । ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟ ssc.gov.in…