SSC ରେ ଖାଲିପଡିଛି ୯୬୮ ଜେଇ ପଦବୀ, ତୁରନ୍ତ କରନ୍ତୁ ଆବେଦନ
ଷ୍ଟାଫ ସିଲେକ୍ସନ କମିଶନ(SSC) ରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଜୁନିଅର ଇଂଜିନିୟର ପଦବୀ ପାଇଁ ୯୬୮ ପଦବୀ ଖାଲିପଡିଛି । ଆବେଦନ କରିବାର ଶେଷ ତାରିଖ ୧୯ ଏପ୍ରିଲ ୨୦୨୪ ରହିଛି ।

ଷ୍ଟାଫ ସିଲେକ୍ସନ କମିଶନ(SSC) ରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଜୁନିଅର ଇଂଜିନିୟର ପଦବୀ ପାଇଁ ୯୬୮ ପଦବୀ ଖାଲିପଡିଛି । ଏଥିପାଇଁ ଅଫିସିଆଲ ନୋଟିଫିକେସନ ବାହାରିଛି । ଇଚ୍ଛୁକ ଥିବା ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ ।
ପଦବୀ ବିବରଣୀ : ୯୬୮
ସିଭିଲ ଇଂଜିନିୟର: ୭୮୮
ଇଲେକ୍ଟ୍ରିକାଲ ଏବଂ ମେକାନିକାଲ : ୩୭
ମେକାନିକାଲ: ୧୫
ଇଲେକ୍ଟ୍ରିକାଲ : ୧୨୮
ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୧୯ ଏପ୍ରିଲ ୨୦୨୪ ରହିଛି ।
କେମିତି କରିବେ ଆବେଦନ :
ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ ଅଫିସିଆଲ ୱେବସାଇଟ ssc.gov.in କୁ ଯାଆନ୍ତୁ ।
ଏହାପରେ ଆପ୍ଲାଏ ଟାବରେ କ୍ଲିକ କରନ୍ତୁ ।
ତା’ ପରେ ଜୁନିଅର ଇଂଜିନିୟର ପରୀକ୍ଷା ୨୦୨୪ରେ କ୍ଲିକ କରି ରେଜିଷ୍ଟର କରନ୍ତୁ ।
ଏହାପରେ ସମସ୍ତ ଦସ୍ତାବିଜ ଭରିବା ପରେ ଆବେଦନ ଫର୍ମ ଦିଅନ୍ତୁ ।
ଶେଷରେ ଦରକାର ପାଇଁ ଏକ ପ୍ରିଣ୍ଟଆଉଟ କାଢି ରଖନ୍ତୁ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।