Browsing Tag

stale chapati

ବାସି ରୁଟି ଖାଇବାକୁ ଇଚ୍ଛା ନଥିଲେ ଫିଙ୍ଗନ୍ତୁ ନାହିଁ, ସ୍କ୍ରବ୍‌ ତିଆରି କରି ଲଗାନ୍ତୁ ମୁହଁରେ

ଯେତେ ହିସାବ କରି କଲେ ମଧ୍ୟ ପ୍ରାୟ ଲୋକଙ୍କ ଘରେ ରୁଟି ବଳିଯାଏ। ଏହି ରୁଟିକୁ ପର ଦିନ କିଛି ଲୋକ ଖାଇବାକୁ ପସନ୍ଦ କରନ୍ତି ନାହିଁ। ଏଣୁ ଗାଈକୁ ଦେଇଦିଅନ୍ତି ନଚେତ୍‌ ଫିଙ୍ଗି ଦିଅନ୍ତି। କିନ୍ତୁ ଆପଣ ଚାହିଁଲେ ଏହି ବାସି ରୁଟି ସାହାଯ୍ୟରେ ତ୍ୱଚାର ଯତ୍ନ ମଧ୍ୟ ନେଇପାରିବେ। ବଳକା ରୁଟି…