ବିହାର ଶିବ ମନ୍ଦିରେ ଭଙ୍ଗାରୁଜା, ଅପରାଧୀଙ୍କୁ ଗିରଫ କରିବା ପାଇଁ ତାତିଲେ ଲୋକେ
ଭାଗଲପୁର : ବିହାରରେ ଥିବା ଭାଗଲପୁରର ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଭାଗଲପୁରର ସନହୋଲାରେ ଥିବା ଶିବ ମନ୍ଦିରରେ ଅସାମାଜିକ ବ୍ୟକ୍ତିମାନେ ଭଙ୍ଗାରୁଜା କରିଛନ୍ତି । ମନ୍ଦିରରେ ରହିଥିବା ଭଗବାନଙ୍କ ର ୬ଟି ପ୍ରତିମା ଗୁଡ଼ିକୁ ଭଙ୍ଗାରୁଜା କରିଦେଇଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ…