Below header
Browsing Tag

stomach worms

ପିଲାଙ୍କ ପେଟ କାମୁଡା ସମସ୍ୟାରୁ ଚୁଟ୍‌କିରେ ମିଳିବ ମୁକ୍ତି, ଆପଣାନ୍ତୁ ଏହି ଘରୋଇ ଉପାୟ

ଛୋଟ ବେଳେ ହେଉ ଅବା ବଡ ବେଳେ ବେଳେ ପେଟ କାମୁଡିଥାଏ। ଆଉ ଏହି ପେଟ କାମୁଡିବା ବେଳେ ଏତେ ଜୋରରେ ହୋଇଥାଏ ଯେ, ପେଟରେ ପୋକ ଚାଲିବା ଭଳି ଲାଗିଥାଏ। ଏହି ସମସ୍ୟା ଲୋକଙ୍କ ମଧ୍ୟରେ ସାଧାରଣ ସମସ୍ୟା ହୋଇଗଲାଣି। ଏହି ସମସ୍ୟା ଅଧିକାଂଶ ପିଲାଙ୍କ ପାଖରେ ଦେଖିବାକୁ ମିଳିଥାଏ। ଆଉ ଏହାର ପ୍ରମୁଖ କାରଣ…

ଛୋଟ ପିଲା ଠାରୁ ନେଇ ବଡ ସମସ୍ତଙ୍କୁ କଷ୍ଟ ଦିଏ କୃମି ସମସ୍ୟା, ଜାଣନ୍ତୁ ଏହାର ଲକ୍ଷଣ କାରଣ ଏବଂ ଘରୋଇ ଉପଚାର

ପେଟ ସମସ୍ୟା ଏକ ସାଧାରଣ କଥା ହୋଇଗଲାଣି। ପିଲା ମାନଙ୍କ ଠାରେ ପେଟ ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ। କେବଳ ପିଲା ନୁହେଁ ବଡ ମାନଙ୍କର ମଧ୍ୟ ପେଟ ସମସ୍ୟା ଦେଖାଦିଏ। ତେବେ ପିଲାଙ୍କର କୃମି ସମସ୍ୟାକୁ ନେଇ ପ୍ରାୟ ବାପା ମାଆ ଚିନ୍ତାରେ ଥାଆନ୍ତି। କୃମି ସମସ୍ୟା ଥିଲେ ପିଲାମାନେ ତ…