Browsing Tag

strangled

ବୃଦ୍ଧଙ୍କୁ ଗଳା କାଟି ହତ୍ୟା, ଚା’ ପିଇବାକୁ ଯାଇ ଆଉ ଫେରିନଥିଲେ

ଜୟପୁର : ବୃଦ୍ଧଙ୍କ ଗଳାକାଟି ହତ୍ୟା । ଧାରୁଆ ଅସ୍ତ୍ରରେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । କୋରାପୁଟ ଜିଲ୍ଲା ଜୟପୁର ଫାଂପୁଣି ନିକଟରେ ହତ୍ୟାକାଣ୍ଡ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛନ୍ତି SDPO ଓ ସାଇଣ୍ଟିଫିକ ଟିମ୍ ।…

ଘରେ ପଶି ବ୍ୟବସାୟୀଙ୍କ ଗଳା କାଟି ହତ୍ୟା, ପୂର୍ବ ଶତ୍ରୁତା ସନ୍ଦେହ 

ମୟୂରଭଞ୍ଜ :   ବାରିପଦା ସହରରେ ଦିନ ଦ୍ବିପ୍ରହରେ ଛୁରାମାଡ କଲେ ଦୁର୍ବୃତ୍ତ ।  ଗଳା କାଟି ବ୍ୟବସାୟୀଙ୍କୁ ହତ୍ୟା କରାଯାଇଛି  । ବାରିପଦା ଭଞ୍ଜପୁର ଥାନା ଫରେଷ୍ଟ କଲୋନୀରେ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ୩ ନମ୍ବର ୱାର୍ଡର ଟିକଲୁ ପଣ୍ଡା । ଗତକାଲି ବିଳମ୍ବିତ ରାତିରେ କିଛି…

ବ୍ରହ୍ମପୁର ସହରରେ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା: ଚାଲିଛି ପୋଲିସର ଛାନବିନ୍

ବ୍ରହ୍ମପୁର( କେନ୍ୟୁଜ୍): ବ୍ରହ୍ମପୁର ସହରର ଗେଟ୍ ବଜାର ପଞ୍ଚାନନନଗରରେ ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହେଲେ ରଶ୍ମୀ ମେହେର । ଗତ କାଲି ବିଳମ୍ୱିତ ରାତିରେ ଘରେ ନିଜ ଦୁଇଟି ପିଲାଙ୍କୁ ଧରି ଶୋଇଥିବା ବେଳେ ଆଜି ସକାଳୁ ତାଙ୍କର ମୃତ ଦେହ ଉଦ୍ଧାର ହୋଇଛି । ଏନେଇ…