Browsing Tag

stray bull

ଯୁଗ କଣ ହେଲାରେ ! … ରାଜଧାନୀରେ ବୁଲା ଷଣ୍ଢକୁ ଚୋରି କରିବାକୁ ଉଦ୍ୟମ କରି ଦୁର୍ବୃତ୍ତ ଥାନାରେ ଅଟକ

ଭୁବନେଶ୍ୱର(କେନ୍ୟୁଜ୍): ଲକ ଡାଉନରେ ରାଜଧାନୀରେ ଷଣ୍ଢ ଚୋରି ଅଭିଯୋଗ। ଆପଣ ଭାବୁଥିବେ ଏ କି ଭଳିଆ କଥା । ଆଜ୍ଞା  ହଁ ଆପଣଙ୍କ ଜଣାଇ ଦେଇଛୁ ଯେ ଭୁବନେଶ୍ବରର ଖଣ୍ଡଗିରି ଥାନାରେ ଆଜି ଏକ ଏମିତି ଏକ ଅଭିଯୋଗ ଆସିଥଲା ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ଚକିତି ହୋଇଯାଉଛନ୍ତି। ଆପଣଙ୍କ ମନରେ…