Browsing Tag

strike kandhamal

ଆଜି ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ

କନ୍ଧମାଳ(କେନ୍ଯୁଜ୍) : କୋଟଗଡରେ ୯ ବର୍ଷର ନାବାଳିକୁ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଆଜି ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ଜଣାପହିଛି । କର୍ମୀମାନେ ସକାଳୁ ସକାଳୁ ପିକେଟଂ କରି ଦୋକାନ ବଜାର,…