ପୂର୍ବ ଶତ୍ରୁତା ସନ୍ଦେହ : ବିଦ୍ୟାଳୟ ଭିତରେ ଛାତ୍ରକୁ ଛୁରୀ ଭୁସିଲା ଆଉ ଜଣେ ଛାତ୍ର
ଦିଗପହଣ୍ଡି : ଛାତ୍ରକୁ ଛୁରୀ ଭୁସିଲା ଛାତ୍ର । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ରଘୁନାଥ ହାଇସ୍କୁଲରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଶୁକ୍ରବାର ବିଦ୍ୟାଳୟ ଖୋଲିବା ପରେ ସମସ୍ତ ଛାତ୍ରଛାତ୍ରୀ ବିଦ୍ୟାଳୟରେ ପହଞ୍ଚିଥିଲେ । ବିଦ୍ୟାଳୟରେ ଥିବା ବେଳେ ନବମ ଶ୍ରେଣୀ ଦୁଇ…