Browsing Tag

student corona positive

ଝାରସୁଗୁଡା: ଲଇକେରା ବ୍ଲକର ୩ଟି ବିଦ୍ୟାଳୟରୁ ୧୯ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ

ଝାରସୁଗୁଡା : ସ୍କୁଲ ପିଲାଙ୍କ ଖୁସିକୁ ଫିକା କରିଦେଲା କରୋନା । ବିଦ୍ୟାଳୟ ଖୋଲିବାର ପାଞ୍ଚ ଦିନ ପରେ ଆସିଛି ଅଭାବନୀୟ ଖବର । ବିଦ୍ୟାଳୟ ଖୋଲିବାର ୫ ଦିନରେ ୧୯ ଜଣ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆଉ ଏଭଳି ଏକ ଖବର ଆସିଛି ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକର ୩ଟି…