Browsing Tag

study

୮୨ ବର୍ଷ ବୟସରେ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର କୃତିତ୍ବ ହାସଲ କଲେ ଗୋପୀନାଥ

କୁହନ୍ତି ପାଠ ପଢ଼ିବା ପାଇଁ ବୟସ ଦେଖାଯାଏ ନାହିଁ । ଏକଥା ଆପଣ କେବଳ ଶୁଣିଥିବେ ନିଶ୍ଚୟ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ ଜଣାଇବାକୁ ଯାଉଛୁ, ଯିଏ ଏ କଥାକୁ ପ୍ରମାଣ କରି ଦେଖାଇଛନ୍ତି । ୮୨ ବର୍ଷ ବୟସରେ ପାଇଛନ୍ତି ସଫଳତା । ବୟସର ଅପରାହ୍ନରେ ସମସ୍ତେ ଚୁପଚାପ…

ବିଇଡି ପଢିବା ପାଇଁ କିଡନୀ ବିକିବେ ଦୃଷ୍ଟିହୀନ ଛାତ୍ର, ଅର୍ଥ ସାଜିଛି ବାଧକ

ସମ୍ବଲପୁର: ଅନେକ ପିଲା ଅଛନ୍ତି ଯେଉଁମାନଙ୍କର ପାଠ ପଢ଼ିବା ପାଇଁ ବହୁତ ଇଚ୍ଛା ଥାଏ । କିନ୍ତୁ ଦଇବ ଯେତେବେଳେ ଦାଉ ସାଜେ ସେତେବେଳେ ପାଠ ପଢ଼ିବା ତ ଦୂରର କଥା ଖାଇବାକୁ ଦି ମୁଠା ଦାନା ମିଳେନି । ଜଣେ ଛାତ୍ରଙ୍କର ପାଠ ପଢ଼ିବା ପାଇଁ ବହୁତ ଆଗ୍ରହ କିନ୍ତୁ ତାଙ୍କ ପାଇଁ ଅର୍ଥ ସାଜିଛି ବାଧକ ।…

ଆପଣ ଜାଣନ୍ତି କି, ଆମେ ପ୍ରତିଦିନ ଏତେ ପରିମାଣର ପ୍ଲାଷ୍ଟିକ୍ ଖାଇଥାଉ! ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଆପଣ ଜାଣନ୍ତି କି, ଆମେ ପ୍ରତିଦିନ ଆମ ଖାଦ୍ୟ ଏବଂ ପାନୀୟରେ ପ୍ଲାଷ୍ଟିକ ଖାଉଛେ? ପ୍ଲାଷ୍ଟିକ ବାୟୁ, ଜଳ ଏବଂ ଖାଦ୍ୟ ସହିତ ଆମ ଶରୀରରେ ପହଞ୍ଚୁଛି, ଯାହା ଅତ୍ୟନ୍ତ କ୍ଷତିକାରକ | WWF ଇଣ୍ଟରନ୍ୟାସନାଲ୍ ଦ୍ୱାରା 2019ର ଏକ ଅଧ୍ୟୟନରେ ସିଦ୍ଧାନ୍ତ ନିଆଯାଇଛି ଯେ ଲୋକମାନେ ଗୋଟିଏ ସପ୍ତାହରେ…

ପାଠ ପଢ଼ିବାକୁ କହିବାରୁ ବେଲ୍ଟରେ ମାଆର ତଣ୍ଟିଚିପି ମାରିଦେଲା ନୃଶଂସ ଝିଅ

ମୁମ୍ବାଇ: ମୁମ୍ବାଇର ଏରୋଲୀ ଅଞ୍ଚଳରୁ ଏକ ଲୋମଟାଙ୍କୁରା ହତ୍ୟା ମାମଲା ସାମ୍ନାକୁ ଆସିଛି। ଜଣେ ୧୫ ବର୍ଷୀୟା ଝିଅ ସାମନ୍ୟ ବଚସାକୁ ନେଇ ନିଜ ହାତରେ ମା’ ର ହତ୍ୟା କରିଥିବା ଜଣାପଡ଼ିଛି । ଘଟଣାଟି ହେଉଛି ମାଆ-ଝିଅଙ୍କ ମଧ୍ୟରେ ପାଠପଢ଼ା କଥାକୁ ନେଇ ବଚସା ହୋଇଥିଲା । ଯାହାପରେ ଝିଅ ରାଗରେ ଆସି…

ଜାଣନ୍ତୁ ସ୍କୁଲ ପିଲାଙ୍କ ଠାରେ କାହିଁକି ଅଧିକ ମାତ୍ରାରେ ଦେଖାଦେଉଛି ଏହି ସମସ୍ୟା

ବର୍ତ୍ତମାନ ସମୟରେ ପିଲା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ବିନ୍ଧାବିନ୍ଧି ଭଳି ଯନ୍ତ୍ରଣାରେ  ପୀଡିତ । କାହାର ଅଣ୍ଟା ବିନ୍ଧୁଛି ତ କାହାର ଗୋଡହାତ ବିନ୍ଧୁଛି । କେହି କେହି ଏହାକୁ ଅତି ସାଧାରଣ ସମସ୍ୟା ଭାବି ଏଡାଇ ଦେଇଥାନ୍ତି । କିନ୍ତୁ ଆପଣ ଜାଣନ୍ତିକି ଏହି ଛୋଟ ସମସ୍ୟା…