ଗଞ୍ଜାମ: ଦୁର୍ଗମ ଅଞ୍ଚଳ ଗସ୍ତ ଉପଜିଲ୍ଲାପାଳ, ପାହାଡ ଚଢି ଲୋକଙ୍କ ସମସ୍ୟା ବୁଝିଲେ
ଗଞ୍ଜାମ ଜିଲ୍ଲାର ପାହାଡ଼ ଉପରେ ଥିବା ଦୁର୍ଗମ ଅଞ୍ଚଳରେ ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝିଲେ ଉପଜିଲ୍ଲାପାଳ। ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତତ୍ରୟ ଭାଉ ସାହେବ ଆଜି ପାତ୍ରପୁର ବ୍ଲକର ଆଙ୍କୁଲି ପଞ୍ଚାୟତର ଦୁର୍ଗମ ଅଞ୍ଚଳ ଗସ୍ତ କରିଥିଲେ। ବାଘଲଟି ଜଳଭଣ୍ଡାରରୁ ବୋଟ୍ ଯୋଗେ ଯାଇ…