Browsing Tag

Success Story of ratna verma

ଦାରିଦ୍ର‌୍ୟ ଭାଙ୍ଗି ଦେଇଥିଲା ସବୁ ସ୍ବପ୍ନ , ବର୍ତ୍ତମାନ ରୋଜଗାର କରୁଛନ୍ତି ମାସକୁ ୧୩ ଲକ୍ଷ

ରାୟପୁର : ପରିଶ୍ରମ ଏବଂ ଧର‌୍ୟ୍ୟ ମଣିଷକୁ ଶୀର୍ଷରେ ପହଁଚାଇଥାଏ । ଏହିପରି ଏକ ମହିଳାଙ୍କ ବିଷୟରେ ଆମେ କହିବାକୁ ଯାଉଛୁ ଯିଏ ସମସ୍ୟାକୁ ନିଜର କରି ପହଁଚିଛନ୍ତି ସଫଳତାର ଶୀର୍ଷରେ । ମହିଳା ଜଣଙ୍କ ହେଉଛନ୍ତି ରାୟପୁର ଅରଙ୍ଗ ବିକାଶଖଣ୍ଡର ଆମେରୀ ଗ୍ରାମର ରତ୍ନା ବର୍ମା । ଯିଏ ବିଭିନ୍ନ…