କରୋନାରେ ପ୍ରାଣ ହରାଇଲେ ପୂର୍ବତନ ସାଂସଦ ସୁଗ୍ରୀବ ସିଂ
ଫୁଲବାଣୀ : କରୋନାରେ ଆଖି ବୁଜିଲେ ପୂର୍ବତନ ସାଂସଦ। କନ୍ଧମାଳ(ପୂର୍ବରୁ ଫୁଲବାଣୀ ଲୋକସଭା ଆସନ)ର ପୂର୍ବତନ ସାଂସଦ ସୁଗ୍ରୀବ ସିଂଙ୍କ କରୋନାରେ ମୃତ୍ୟୁ ଘଟିଛି। ସେ ସଂକ୍ରମିତ ହେବା ପରେ ଭୁବନେଶ୍ବର ସ୍ଥିତ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।
ଆଜି ସକାଳେ ତାଙ୍କର ମୃତ୍ୟୁ…