ରାଜ୍ୟରେ ଶାସ୍ତ୍ରୀୟ ସଙ୍ଗୀତ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ଦିଆଯିବ ‘‘ସୁନନ୍ଦା…
କେନ୍ୟୁଜ୍(ବ୍ୟୁରୋ): ବିଶିଷ୍ଟ ଶାସ୍ତ୍ରୀୟ ସଂଗୀତଜ୍ଞ ସୁନନ୍ଦା ପଟ୍ଟନାୟକଙ୍କ ନାମରେ ସ୍ବତନ୍ତ୍ର ସମ୍ମାନ ଅର୍ଥରାଶିକୁ ଅନୁମୋଦନ। ରାଜ୍ୟର ଶାସ୍ତ୍ରୀୟ ସଙ୍ଗୀତ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ଦିଆଯିବ ସୁନନ୍ଦା ସମ୍ମାନ। ଆଜି ଏହାକୁ ଅନୁମୋଦନ କରିଛନ୍ତି…