Browsing Tag

sunanda shetty

ଶିଳ୍ପା ସେଟ୍ଟୀ ଓ ତାଙ୍କ ମା’ଙ୍କ ବିରୋଧରେ ଅର୍ଥ ଆତ୍ମସାତ୍‌ କରିଥିବା ଅଭିଯୋଗ, ହୋଇପାରନ୍ତି ଗିରଫ

ଶିଳ୍ପା ସେଟ୍ଟୀଙ୍କ ଚିନ୍ତା କମିବା ବଦଳରେ ବଢ଼ିବାରେ ଲାଗିଛି। ସ୍ୱାମୀ ରାଜ୍‌ କୁନ୍ଦ୍ରାଙ୍କ ପରେ ଏବେ ତାଙ୍କ ମା’ ସୁନନ୍ଦା ସେଟ୍ଟୀଙ୍କ ବିରୋଧରେ ଆସିଛି ଠକେଇ ଅଭିଯୋଗ। ଉତ୍ତର ପ୍ରଦେଶରେ ଏକ ଠକେଇ ମାମଲାରେ ଶିଳ୍ପାଙ୍କ ମା’ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ହୋଇଛି। ଏକ ୱେଲ୍‌ନେସ୍‌ ସେଣ୍ଟର…