Below header
Browsing Tag

sundargarh murder

ଘରୋଇ କଳହକୁ ନେଇ ହତ୍ୟାକାଣ୍ଡ: ମଦୁଆ ସ୍ୱାମୀର ଟାଙ୍ଗିଆ ଚୋଟରେ ଗଲା ସ୍ତ୍ରୀର ଜୀବନ

ସୁନ୍ଦରଗଡ଼(କେନ୍ଯୁଜ୍): ମଦୁଆ ସ୍ୱାମୀର ଉନ୍ମତ୍ତ କାଣ୍ଡ। ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ। ଘରୋଇ କଳହକୁ ନେଇ ସୁନ୍ଦରଗଡ଼ ସଦର ଥାନା ନବରଙ୍ଗପୁର ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ। ଗତକାଲି ଅଭିଯୁକ୍ତ ରାଜୁ ଏକ୍କା ଓ ତାଙ୍କ ସ୍ତ୍ରୀ ନିଅତିଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା…

ସୁନ୍ଦରଗଡ଼: ବହୁଚର୍ଚ୍ଚିତ ବଡ଼ଗାଁ ସୁନା ବେପାରୀଙ୍କୁ ଗୁଳି ମାରି ହତ୍ୟା ଓ ଲୁଟ ଘଟଣାର ପର୍ଦ୍ଦାଫାସ, ୫ଗିରଫ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ବହୁଚର୍ଚ୍ଚିତ ବଡ଼ଗାଁ ସୁନା ବେପାରୀଙ୍କୁ ଗୁଳି ମାରି ହତ୍ୟା ଓ ଲୁଟ ଘଟଣାର ପର୍ଦ୍ଦାଫାସ । ଘଟଣାରେ ସଂପୃକ୍ତ ୫ ଜଣଙ୍କୁ ପୋଲିସ ଗିରଫ କରିବା ସହ ୩୦୦ ଗ୍ରାମ ସୁନା, ୨ ଲକ୍ଷ ୭୦ ହଜାର ଟଙ୍କା, ବନ୍ଧୁକ ଓ ଗୁଳି ଜବତ କରିଛି ପୋଲିସ । ଝାଡଖଣ୍ଡ ଓ ବିହାରର…