ୟଙ୍ଗ୍ ଲୁକ୍ରେ ରହିବାକୁ ଇଛା ନା, ତେବେ ଖାଦ୍ୟରେ ନିହାତି ସାମିଲ କରନ୍ତୁ ଏହି ୬ଟି ସୁପର ଫୁଡ
ବାୟୁ ମଣ୍ଡଳରେ ବଢୁଥିବା ପ୍ରଦୂଷଣ କାରଣରୁ ଅବା ଦୂଷିତ ଖାଦ୍ୟ ସମସ୍ୟାକୁ ନେଇ ହେଉ ଲୋକ ମାନଙ୍କ ଠାରେ ରୋଗର ମାତ୍ରା ଦିନ କୁ ଦିନ ବଢ଼ିବାରେ ଲାଗିଛି । ଏହା ଠାରୁ କିଛି ଟା ମୁକ୍ତି ପାଇବା ପାଇଁ ଆଜି କାଲି ଲୋକେ ଭିନ୍ନ ଭିନ୍ନ ତରିକା ଆପଣେଇବାରେ ଲାଗି ପଡିଛନ୍ତି | ଏମିତିରେ ଦୀର୍ଘ ଦିନ…